ନଡ଼ିଆ ବରଡ଼ା Naṟḍ̠iā baraṟḍ̠ā

  • ଦେ. ବି. — ନଡ଼ିଆ ବାହୁଙ୍ଗାର ଦୁଇ ପାଖରେ ଲାଗିଥିବା ପତ୍ର — Cocoanut leaves
  • ଦେ. ବି. — ନଡ଼ିଆ ବାହୁଙ୍ଗା — Cocoanut branches
  • ଦେ. ବି. — [ଦ୍ର—ନଡ଼ିଆପତ୍ର ବା ବରଡ଼ା ଜାଳ ହୁଏ ଏବଂ ଏହାର ମେରୁ— ଦଣ୍ଡ ଖଡ଼ିକା ହୁଏ। ଗୁଡ଼ିଏ ନଡ଼ିଆ ବରଡ଼ା ବିଡ଼ାକରି ବାନ୍ଧିଲେ ତାହା ମସାଲର କାର୍ଯ୍ୟ କରେ। ସଧାରଣତଃ ନଡ଼ିଆ ଗଛର ପତ୍ରମୟ ଡାଳକୁ ବାହୁଙ୍ଗା ଓ କେବଳ ପତ୍ରକୁ ବରଡ଼ା ବୋଲାଯାଏ। ତାଳ ସମ୍ବନ୍ଧେ ମଧ୍ୟ ଏହିତା।]