ନଡ଼ିଆ ଫାଉଁ Naṟḍ̠iā phāuñ

  • ଦେ. ବି — କୋରା ନଡ଼ିଆ ଚୁପୁଡ଼ା ହୋଇ ତହିଁରୁ ରସ ବାହାର କରାଗଲା ପରେ ଚଷୁ ପରି ଯେଉଁ ନୀରସ ଦ୍ରବ୍ୟ ରହିଯାଏ — The kernel of the cocoanut after the juice is pressed out from it