ନଡ଼ିଆ ଚାଞ୍ଚ Naṟḍ̠iā chān̄cha

  • ଦେ. ବି — ନଡ଼ିଆ ବାହୁଙ୍ଗାକୁ ଦୁଇଫାଳ କରି ସେଥିରେ ଲାଗିଥିବା ନଡ଼ିଆପତ୍ରରେ ବୁଣିବା ଆସନ — A mat woven with the leaves of a cocoanut branch split into two at its ridge