ନଡ଼ିଆ ଘିଅ Naṟḍ̠iā ghia

  • ଦେ. ବି — ନଡ଼ିଆ ରସକୁ ନିଆଁରେ ସିଦ୍ଧ କଲେ ତାହାର ଜଳୀୟ ଅଂଶ ମରିଯାଇ ଯେଉଁ ଘୃତବତ୍ ପଦାର୍ଥ ରହିଯାଏ — Ghee prepared by boiling the juice of cocoanut kernel