ନଡ଼ିଆ କୋରୁଅ Naṟḍ̠iā korua

  • ଦେ. ବି — ନଡ଼ିଆ ରସ ସିଦ୍ଧ ହେଇ ଘିଅ ମରାହେଲା ବେଳେ ପାକପତ୍ର ତଳେ ଛେନାପରି ଯେଉଁ ସୁଖାଦ୍ୟ ନରମ ଅଂଶ ରହିଯାଏ — नारियलकि ड़ाढीThe delicious sediment left at the bottom of the pot which cocoanut juice is boiled into ghee