ନଡ଼ିଆ କୋରା Naṟḍ̠iā korā

  • ଦେ. ବି — ନଡ଼ିଆଫାଳରୁ କୋରଣା ସାହାଯ୍ୟରେ କୋରାଯାଇଥିବା ଶସ — The kernel scrooped off from the cocoanut copra
  • ଦେ. ବି — [ଦ୍ର— ଏହା ପିଠାର ପୂରରୂପେ ବ୍ୟବହୃତ ହୁଏ ଏବଂ ଏହାକୁ ଚୁପୁଡ଼ିଲେ ଯେଉଁ ରସ ବାହାରେ ସେଥିରୁ ନଡ଼ିଆ ଘିଅ ହୁଏ।]
  • ଦେ. ବି — କୋରା ନଡ଼ିଆ ଗୁଡ଼ ଆଦିରେ ପାଗ ହୋଇ ପ୍ରସ୍ତୁତ ହେବା ମିଠେଇ ବା ମୋଦକବିଶେଷ — Sweetmeats prepared by boiling cocoanut kernel and sugar