ନଡ଼ିଆ ଆଖି Naṟḍ̠iā ākhi
- ଦେ. ବି. (ସଂ. ନାଡ଼ିକେଳ+ଅକ୍ଷି) — ନଡ଼ିଆ ଫଳରୁ କତା କଢ଼ାଯିବା ପରେ ଯେଉଁ ବର୍ତ୍ତୁଳ ବୀଜ ରହେ ତହିଁ ଉପରେ ଥିବା ଆଖି ପରି 3 ଟି କ୍ଷୁଦ୍ର ଚିହ୍ନ — ନଡ଼ିଆ ଫଳରୁ କତା କଢ଼ାଯିବା ପରେ ଯେଉଁ ବର୍ତ୍ତୁଳ ବୀଜ ରହେ ତହିଁ ଉପରେ ଥିବା ଆଖି ପରି3ଟି କ୍ଷୁଦ୍ର ଚିହ୍ନ—The three round marks representing holes on the head of a cocoanut fruit after it is shorn of its rind
- ଦେ. ବି. (ସଂ. ନାଡ଼ିକେଳ+ଅକ୍ଷି) — [ଦ୍ର—ଏହି ଆଖି ତିନୋଟି ମଧ୍ୟରୁ ଗୋଟି ଅତି କୋମଳ ଓ 2 ଟି ନିଦା; ସେହି କୋମଳ ଆଖିର ଆବରଣକୁ ଛଡ଼ାଇ ଦେଲେ ବା ଫୁଟାଇ ଦେଲେ ନଡ଼ିଆରେ ଗୋଟିଏ ଛିଦ୍ର ହୋଇଯାଏ। ସେହି ସଛିଦ୍ର ଆଖି ବାଟେ ନଡ଼ିଆରୁ ଗଜା ବାହାରେ ଓ ସେହି ଛିଦ୍ର ବାଟେ ନଡ଼ିଆ ମଧ୍ୟରୁ ଶଷ କୋରି ଲୋକେ ନଡ଼ିଆ କୁମ୍ପା ତିଆରି କରନ୍ତି ଓ ସେହି ଛିଦ୍ର ବାଟେ ହୁକାର ନଇଚା (ନଳ) ପୂରାନ୍ତି।] — [ଦ୍ର—ଏହି ଆଖି ତିନୋଟି ମଧ୍ୟରୁ ଗୋଟି ଅତି କୋମଳ ଓ2ଟି ନିଦା; ସେହି କୋମଳ ଆଖିର ଆବରଣକୁ ଛଡ଼ାଇ ଦେଲେ ବା ଫୁଟାଇ ଦେଲେ ନଡ଼ିଆରେ ଗୋଟିଏ ଛିଦ୍ର ହୋଇଯାଏ ସେହି ସଛିଦ୍ର ଆଖି ବାଟେ ନଡ଼ିଆରୁ ଗଜା ବାହାରେ ଓ ସେହି ଛିଦ୍ର ବାଟେ ନଡ଼ିଆ ମଧ୍ୟରୁ ଶଷ କୋରି ଲୋକେ ନଡ଼ିଆ କୁମ୍ପା ତିଆରି କରନ୍ତି ଓ ସେହି ଛିଦ୍ର ବାଟେ ହୁକାର ନଇଚା (ନଳ) ପୂରାନ୍ତି]