ନଡ଼ିଆ ଆଂଶୁ Naṟḍ̠iā āṁṡu

  • ଦେ. ବି — ନଡ଼ିଆ ବାହୁଙ୍ଗାର ମୂଳ ଭାବରେ ଲାଗିଥିବା ଧଳା, କୋମଳ ଓ ରେଣୁ ସଦୃଶ ପଦାର୍ଥବିଶେଷ — A soft white and scale-like substance sticking to the body of a cocoanut branch
  • ଦେ. ବି — [ଦ୍ର—ଏହାକୁ ରାମ୍ପି ବାହାର କରାଯାଏ। ଘାଆରେ ଏହାକୁ ପକାଇଲେ ଘାଆ ଶୀଘ୍ର ଶୁଖିଯାଏ।]