ନ୍ୟୂନାତିରେକ Nyūnātireka

  • ସଂ. ବି (ନ୍ୟୂନ+ଅତିରେକ) — ସାମାନ୍ୟରେ କମ ବେଶୀ ଅବସ୍ଥା; ଅଳ୍ପାଧିକ୍ୟ; କମ ବେଶୀ; ତାରତମ୍ୟ — Deficiency or excess; desparity