ନ୍ୟାୟବନ୍ତ Nyāyabanta

  • ଦେ. ବିଣ. (ସଂ. ନ୍ୟାୟବାନ୍) — ନ୍ୟାୟପରାୟଣ — Just; equitable
  • ଦେ. ବିଣ. (ସଂ. ନ୍ୟାୟବାନ୍) — ନ୍ୟାୟବନ୍ତ ହୋଇ ଯେ ହରୁଥିବ ଦିନ ମାଗିଲେ ଆସି ଦେଉଥିବ ଦୁଃଖୀ ଜନ। କୃଷ୍ଣସିଂହ. ମହାଭାରତ. ବନ।