ନ୍ୟାୟନୁଗତ Nyāyānugata
- ସଂ. ବିଣ. ( 3 ୟା ତତ୍; ନ୍ୟାୟ+ଅନୁଗତ) — ଯୁକ୍ତିଯୁକ୍ତ — Rational; logical
- ସଂ. ବିଣ. ( 3 ୟା ତତ୍; ନ୍ୟାୟ+ଅନୁଗତ) — ବିବେକପରାୟଣ — Conscientious
- ସଂ. ବିଣ. ( 3 ୟା ତତ୍; ନ୍ୟାୟ+ଅନୁଗତ) — ନ୍ୟାୟସମ୍ମତ — Conformable to the principles of justice, equity or logic