ନ୍ୟାୟନିଷ୍ଠ Nyāyanishṭha
- ସଂ. ବିଣ. ପୁଂ. (ବହୁବ୍ରୀହି; ନ୍ୟାୟ+ନିଷ୍ଠା) — ନ୍ୟାୟପରାୟଣ — Righteous; just
- ସଂ. ବିଣ. ପୁଂ. (ବହୁବ୍ରୀହି; ନ୍ୟାୟ+ନିଷ୍ଠା) — ନ୍ୟାୟନିଷ୍ଠତା, ନ୍ୟାୟନିଷ୍ଠତ୍ୱ ବି — ନ୍ୟାୟନିଷ୍ଠତା, ନ୍ୟାୟନିଷ୍ଠତ୍ୱବି
- ସଂ. ବିଣ. ପୁଂ. (ବହୁବ୍ରୀହି; ନ୍ୟାୟ+ନିଷ୍ଠା) — ଅପକ୍ଷପାତୀ — Impartial in judgment