ନ୍ୟାୟନିଷ୍ଠା Nyāyanishṭhā

  • ସଂ. ବି. ( 7 ମୀ ତତ୍; ନ୍ୟାୟ+ନିଷ୍ଠା) — ନ୍ୟାୟପରାୟଣତା — Justice; righteousness; rectitude
  • ସଂ. ବି. ( 7 ମୀ ତତ୍; ନ୍ୟାୟ+ନିଷ୍ଠା) — ଅପକ୍ଷାପାତିତା — Impartiality; equity
  • ସଂ. ବିଣ — 'ନ୍ୟାୟନିଷ୍ଠ'ର ସ୍ତ୍ରୀଲିଙ୍ଗ — Feminine of Nyāyanishṭha,