ନ୍ୟାୟତଃ Nyāyataḥ

  • ସଂ. ଅ. (ନ୍ୟାୟ+ତସ୍) — ନ୍ୟାୟାନୁସାରେ — Equitably
  • ସଂ. ଅ. (ନ୍ୟାୟ+ତସ୍) — ଧର୍ମତଃ — In justice
  • ସଂ. ଅ. (ନ୍ୟାୟ+ତସ୍) — ଯୁକ୍ତିସଙ୍ଗତରୂପେ — Reasonably; rationally