ନ୍ୟାୟକର୍ତ୍ତା Nyāyakarttā

  • ସଂ. ବିଣ. ପୁଂ. (ଉପପଦ ତତ୍; ନ୍ୟାୟ+କର୍ତ୍ତା) — ସୁବିଚାରକ — One who does justice; just; equitable
  • ସଂ. ବି — ବିଚାରପତି — Judge