ନ୍ୟାୟ ସଙ୍ଗତ Nyāya ṡaṅgata
- ସଂ. ବିଣ. ( 3 ୟା ତତ୍; ନ୍ୟାୟ+ସଙ୍ଗତ) — ନ୍ୟାୟ୍ୟ; ନ୍ୟାୟାନୁଗତ — Right; conformable to the rules of logic or the dictates of the justice and equity
- ସଂ. ବିଣ. ( 3 ୟା ତତ୍; ନ୍ୟାୟ+ସଙ୍ଗତ) — ଯୁକ୍ତିଯୁକ୍ତି; ଯୁକ୍ତିସଙ୍ଗତ — 1. Reasonable. equitable; rational