ନ୍ୟାସ ଧାରକ Nyāsa dhārka

  • ସଂ. ବି. ପୁଂ. (ଉପପଦତତ୍; ନ୍ୟାସ +ଧାରକ) — ବନ୍ଧକଗ୍ରାହୀ — Mortgagee; pledgee
  • ସଂ. ବି. ପୁଂ. (ଉପପଦତତ୍; ନ୍ୟାସ +ଧାରକ) — ଗଚ୍ଛିତବସ୍ତୁର ଜିମ୍ମାଦାର୍ — Trustee; a holder of a deposit