ନ୍ୟକ୍କାର Nyakkāra

  • ସଂ. ବି. (ନ୍ୟକ୍=ଘୃଣାର୍ଥରେ ଅବ୍ୟୟ+କୃ ଧାତୁ+ଭାବ ଅ) — ଘୃଣା; ଅବଜ୍ଞା — Abhorrence; contempt
  • ସଂ. ବି. (ନ୍ୟକ୍=ଘୃଣାର୍ଥରେ ଅବ୍ୟୟ+କୃ ଧାତୁ+ଭାବ ଅ) — ବମନ; ବାନ୍ତି — Vomiting
  • ସଂ. ବି. (ନ୍ୟକ୍=ଘୃଣାର୍ଥରେ ଅବ୍ୟୟ+କୃ ଧାତୁ+ଭାବ ଅ) — ଧିକ୍କାର — Contemptuous words