ନୌରୋଜ୍ Nauroj̄

  • ବୈଦେ. ବି. (ଫା) — ପାରସିକମାନଙ୍କର ନବବର୍ଷାରମ୍ଭ; ମୁସଲମାନମାନଙ୍କର ବର୍ଷର ପ୍ରଥମ ଦିନ — Mahomedan or Persian New Year's day
  • ବୈଦେ. ବି. (ଫା) — ମୁସଲମାନମାନଙ୍କ ନବବର୍ଷାରମ୍ଭ ଦିନ କରାଯିବା ଉତ୍ସବ — The festival observed by the Mahomedans on the Persian New year's day