ନୌବୁତି Naubuti

  • ପ୍ରାଦେ. (ଗଞ୍ଜାମ) ବି — ଭଣ୍ଡାରି ଆଦି ହାଟୁଆ ଜାତିଙ୍କ ବିବାହ ଉପଲକ୍ଷରେ ଜାତିଭୋଜି ବେଳେ ବର ଓ କନ୍ୟା ପକ୍ଷର ଲୋକଙ୍କ ମଧ୍ୟ ସ୍ଥଳରେ ଖଣ୍ଡିଏ ପୀଢ଼ା ଉପରେ ଉଭୟ ପକ୍ଷରୁ ଭେଟି ସ୍ୱରୁପ ଯେଉଁ ଧନ ରଖାଯାଏ; କୁଳ ମର୍ଯ୍ୟାଦା ସ୍ୱରୁପ ଦିଆଯିବା ଭେଟୀ ଧନ — A present of cash put on a wooden board by the bride's and bride-groom's parties on the ocassion of a marraige before the feast is held, amongst some Ṡūdra castes (e.g. barbers)
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଏହି ଧନ ପୀଢ଼ା ଉପରେ ରଖି ଦେଇ ବର ଓ କନ୍ୟା ଉଭୟଙ୍କ ପକ୍ଷୀୟ ମୁରବୀ ପ୍ରଣାମ କରନ୍ତି। ବ୍ରାହ୍ମଣ ସମାଜରେ ମଧ୍ୟ ଏହିପରି ସ୍ଥଳରେ ସଭାକ୍ଷତ ମର୍ଯ୍ୟାଦା ଦିଆଯାଏ।]