ନୌବାହ na̲u̲bāha

  • ସଂ. ବି. (ନୌ+ବହ୍ ଧାତୁ ଣିଚ୍+କର୍ତ୍ତୃ. ଅ) — ଯେ ଡଙ୍ଗା ଚଳାଏ; ନାବିକ — Sailor; navigator
  • ସଂ. ବି. (ନୌ+ବହ୍ ଧାତୁ ଣିଚ୍+କର୍ତ୍ତୃ. ଅ) — ଆହୁଲା — An oar
  • ସଂ. ବିଣ — ଯେ ଡଙ୍ଗା ଚଳାଉ ଥାଏ — Plying a boat