ନୌଆଶଏ Nauāṡae

  • ଦେ. ବି. ଓ ବିଣ. (ସଂ. ନବତ୍ୟୁତ୍ତର ଶତ) (ସଂଖ୍ୟା— ବାଚକ) — ଏକଶତ ନବେ — One hundred and ninety
  • ଦେ. ବି. ଓ ବିଣ. (ସଂ. ନବତ୍ୟୁତ୍ତର ଶତ) (ସଂଖ୍ୟା— ବାଚକ) — (ଯଥା—ଊଣେଇଶି ଦଶାଁ ନୌଆଶହେ ପଣ ଏଗାର କାହାଣ ଚଉଦ ପଣ—ପଣିକିଆ।)