ନୌ ଯାତ୍ରୀ Nau j̄ātrī

  • ସଂ. ବି. (ନୌ+ଯାତ୍ରିନ୍; 1 ମା. 1 ବ) — ନୌକାରେ ଯେଉଁମାନେ ଯାତ୍ରା କରନ୍ତି — The passengers of a boat
  • ସଂ. ବିଣ — ନୌକାରେ ଗମନକାରୀ — Travelling by boat