ନୋଲକ Noḻaka

  • ଦେ. ବି. (ସଂ. ଲୋଳକ) — ନାକପୁଡ଼ାର ମଝି ଦଣ୍ଡିରେ କରାଯାଇଥିବା ଛିଦ୍ରରେ ପିନ୍ଧାଯିବା ଏକପ୍ରକାର ଦଣ୍ଡୀ (ଯହିଁରେ ଗୋଟିଏ ନୁଡ଼ୁକା ଲାଗିଥାଏ); ନୁଡ଼ୁକା — A kind of nose ring with a pendant gem
  • ଦେ. ବି. (ସଂ. ଲୋଳକ) — କାନ ଓ ନାକର ଦଣ୍ଡି ବା ଫାସିଆରେ ଝୁଲୁଥିବା କ୍ଷୁଦ୍ର ଅଣ୍ଡାକାର ସୁନା ବା ରତ୍ନ ଖଣ୍ଡ — A bit of gem or gold hanging as a pendant from an ear-ring or nose-ring