ନୋବେଲ୍ ପୁରସ୍କାର Nobel puraskāra

  • ବୈଦେ. ବି. (ସ୍ୱିଡେନ୍ଦେଶୀୟ ନାମ ନୋବେଲ୍+ ସଂ. ପୁରସ୍କାର) — ସ୍ୱିଡେନ୍ ରାଜ୍ୟରେ ପ୍ରତିଷ୍ଠିତ 5 ଟି ବାର୍ଷିକ ପୁରସ୍କାର — ସ୍ୱିଡେନ୍ ରାଜ୍ୟରେ ପ୍ରତିଷ୍ଠିତ5ଟି ବାର୍ଷିକ ପୁରସ୍କାର— Nobel prize; five annual prizes given in Sweden
  • ବୈଦେ. ବି. (ସ୍ୱିଡେନ୍ଦେଶୀୟ ନାମ ନୋବେଲ୍+ ସଂ. ପୁରସ୍କାର) — [ଦ୍ର—ଏହି ପୁରସ୍କାର ସ୍ୱର୍ଗୀୟ ଡାକ୍ତର ଆଲଫ୍ରେଡ୍ ବି. ନୋବେଲ୍ (ମୃତ ଖ୍ରୀ 1896 )ଙ୍କ ଦ୍ୱାରା ପ୍ରତିଷ୍ଠିତ। ସେ ସ୍ୱିଡେନ ରାଜ୍ୟର ସରକାଙ୍କ ହସ୍ତରେ ଗୁଡ଼ିଏ ଧନ ସମର୍ପଣ କରି ଯାଇଅଛନ୍ତି ଓ ଉଇଲ ଦ୍ୱାରା ସେଥିର ସୁଧରୁ ପ୍ରତିବର୍ଷ 5 ଟି ବୃତ୍ତି ଦିଆଯିବାର ଖଞ୍ଜା କରିଅଛନ୍ତି। ପ୍ରତ୍ୟେକ ବୃତ୍ତିର ପରିମାଣ 8 ହଜାର ପାଉଣ୍ଡ୍ ବା ପ୍ରାୟ ଏକଲକ୍ଷ ଟଙ୍କା। ତାଙ୍କ ନିଯୁକ୍ତ କମିଟି ନିମ୍ନଲିଖିତ 5 ଟି ବିଷୟରେ ଯାହାଙ୍କୁ ପୃଥିବୀରେ ସର୍ବୋତ୍କୃଷ୍ଟ ବ୍ୟକ୍ତି ବୋଲି ସ୍ଥିର କରିବେ ସେମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଦେବେ ବୋଲି ସେ କଟକଣା କରି ଯାଇ ଅଛନ୍ତି ଓ ତଦନୁସାରେ ଏ ପୁରସ୍କାର ପ୍ରତିବର୍ଷ ଦିଆ ଯାଉଅଛି। — [ଦ୍ର—ଏହି ପୁରସ୍କାର ସ୍ୱର୍ଗୀୟ ଡାକ୍ତର ଆଲଫ୍ରେଡ୍ ବି. ନୋବେଲ୍ (ମୃତ ଖ୍ରୀ1896)ଙ୍କ ଦ୍ୱାରା ପ୍ରତିଷ୍ଠିତ ସେ ସ୍ୱିଡେନ ରାଜ୍ୟର ସରକାଙ୍କ ହସ୍ତରେ ଗୁଡ଼ିଏ ଧନ ସମର୍ପଣ କରି ଯାଇଅଛନ୍ତି ଓ ଉଇଲ ଦ୍ୱାରା ସେଥିର ସୁଧରୁ ପ୍ରତିବର୍ଷ5ଟି ବୃତ୍ତି ଦିଆଯିବାର ଖଞ୍ଜା କରିଅଛନ୍ତି ପ୍ରତ୍ୟେକ ବୃତ୍ତିର ପରିମାଣ8ହଜାର ପାଉଣ୍ଡ୍ ବା ପ୍ରାୟ ଏକଲକ୍ଷ ଟଙ୍କା ତାଙ୍କ ନିଯୁକ୍ତ କମିଟି ନିମ୍ନଲିଖିତ5ଟି ବିଷୟରେ ଯାହାଙ୍କୁ ପୃଥିବୀରେ ସର୍ବୋତ୍କୃଷ୍ଟ ବ୍ୟକ୍ତି ବୋଲି ସ୍ଥିର କରିବେ ସେମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଦେବେ ବୋଲି ସେ କଟକଣା କରି ଯାଇ ଅଛନ୍ତି ଓ ତଦନୁସାରେ ଏ ପୁରସ୍କାର ପ୍ରତିବର୍ଷ ଦିଆ ଯାଉଅଛି
  • ବୈଦେ. ବି. (ସ୍ୱିଡେନ୍ଦେଶୀୟ ନାମ ନୋବେଲ୍+ ସଂ. ପୁରସ୍କାର) — ଭାରତବାସୀଙ୍କ ମଧ୍ୟରେ କବିବର ରବୀନ୍ଦ୍ରନାଥ ଓ ବୈଜ୍ଞାନିକ ସର୍ ରମଣ ଏ ପୁରସ୍କାର ପାଇଅଛନ୍ତି।] — 1ବୈଜ୍ଞାନିକ ଆବିଷ୍କାର,2, ରାସାନିୟକ ଆବିଷ୍କାର,3ଜୀବ ବିଜ୍ଞାନ ସମ୍ବନ୍ଧୀୟ ଆବିଷ୍କାର,4ଆଦର୍ଶ ସାହିତ୍ୟିକ ଗ୍ରନ୍ଥର ରଚନା,5ପୃଥିବୀରେ ଶାନ୍ତି ପ୍ରତିଷ୍ଠିତ ହେବା ପାଇଁ ସର୍ବୋତ୍କୃଷ୍ଟ ଉଦ୍ୟମ