ନୋଥୁରି ପଟା Nothuri paṭā

  • ଦେ. ବି — ଶଗଡ଼ ଉପରେ ତାଟି ରଖିବା ସକାଶେ ଯେଉଁ କାଠର ବା ବାଉଁଶର ଫର୍ମା ବା ଚଉକାଠ ଶଗଡ଼ରେ ଦଣ୍ଡା ଉପରେ ଭିଡ଼ା ହୋଇଥାଏ — A wooden frame put on and tied to the beams of a bullock cart over which a thatch is adjusted