ନୋଥ ନାକ Notha nāka
- ଦେ. ବି — ନାକର ଯେଉଁ ପୁଡ଼ାରେ ଲୋଥ ପିନ୍ଧାଯାଏ — The outer skin of that side of the nostril in which Notha is worn
- ଦେ. ବି — [ଦ୍ର—ଦେଶବିଦେଶରେ ନାକର ଭିନ୍ନ ଭିନ୍ନ ପୁଡ଼ାରେ ନୋଥ ପିନ୍ଧାଯାଏ। ଓଡ଼ିଶାରେ ସ୍ତ୍ରୀଲୋକମାନେ ଡାହାଣ ପୁଡ଼ାରେ ଗୁଣା ଓ ବାଆଁ ପୁଡ଼ାରେ ନୋଥ ଓ ବସଣୀ ପିନ୍ଧନ୍ତି; କୌଣସି କୌଣସି ଅଞ୍ଚଳରେ ଡାହାଣ ପୁଡ଼ାରେ ମଧ୍ୟ ନୋଥ ପିନ୍ଧାଯାଏ।]