ନୈଷ୍କୃତିକ Nai̱shkṛutika
- ସଂ. ବିଣ. ପୁଂ. (ନିଷ୍କୃତ+ଇକ) — ନୈକୃତିକ; ଅଧାର୍ମିକ; ପାପୀ — Impious; wicked; sinful
- ସଂ. ବିଣ. ପୁଂ. (ନିଷ୍କୃତ+ଇକ) — ପରବୃତ୍ତି ଛେଦନତତ୍ପର; ଯେ ପରର ଦାନାରେ ଧୂଳି ଦିଏ (ହି. ଶ) — Bent on depriving others of their livelihood
- ସଂ. ବିଣ. ପୁଂ. (ନିଷ୍କୃତ+ଇକ) — ଅନ୍ୟର ହାନି କରି ଆପଣାର ସ୍ୱାର୍ଥସାଧନରେ ରତ — Engaged in furthering one's self interest by harming others