ନୈଷ୍କିକ Nai̱shkika
- ସଂ. ବି. ପୁଂ. (ନିଷ୍କ=ସୁନା ମୋହର+ରକ୍ଷାର୍ଥେ. ଇକ) — ଟଙ୍କାଶାଳାର ଅଧ୍ୟକ୍ଷ — Mint-master
- ସଂ. ବି. ପୁଂ. (ନିଷ୍କ=ସୁନା ମୋହର+ରକ୍ଷାର୍ଥେ. ଇକ) — କୋଷାଧ୍ୟକ୍ଷ — Treasurer
- ସଂ. ବିଣ — ନିଷ୍କକ୍ରୀତ — Purchased with a Nishaka
- ସଂ. ବିଣ — ନିଷ୍କସମ୍ବନ୍ଧୀୟ — Relating to Nishka