ନୈର୍ଋତ Nai̱rṛuta

  • ସଂ. ବି. (ନିର୍ରତି=ଦକ୍ଷିଣ ପଶ୍ଚିମ ଦିଗ+ଅପତ୍ୟାର୍ଥେ. ଅ) — ରାକ୍ଷସ — 2. A demon; gaint
  • ସଂ. ବି. (ନିର୍ରତି=ଦକ୍ଷିଣ ପଶ୍ଚିମ ଦିଗ+ଅପତ୍ୟାର୍ଥେ. ଅ) — ଦକ୍ଷିଣ ପଶ୍ଚିମ କୋଣ — The southwest
  • ସଂ. ବି. (ନିର୍ରତି=ଦକ୍ଷିଣ ପଶ୍ଚିମ ଦିଗ+ଅପତ୍ୟାର୍ଥେ. ଅ) — (ଜ୍ୟୋତିଷ) ନୈର୍ରତ କୋଣାଧିପତି ରାହୁ — The ascending node or Dragons head
  • ସଂ. ବି. (ନିର୍ରତି=ଦକ୍ଷିଣ ପଶ୍ଚିମ ଦିଗ+ଅପତ୍ୟାର୍ଥେ. ଅ) — ଦକ୍ଷିଣ ପଶ୍ଚିମକୋଣର ଅଧିପତି ଦେବ — The Deity presiding over the south-west quarter of the globe
  • ସଂ. ବି. (ନିର୍ରତି=ଦକ୍ଷିଣ ପଶ୍ଚିମ ଦିଗ+ଅପତ୍ୟାର୍ଥେ. ଅ) — ଅସଭ୍ୟ ଜାତିବିଶେଷ — Name of a wild tribe
  • ସଂ. ବି. (ନିର୍ରତି=ଦକ୍ଷିଣ ପଶ୍ଚିମ ଦିଗ+ଅପତ୍ୟାର୍ଥେ. ଅ) — ମୂଳାନକ୍ଷତ୍ର (ହି. ଶ) — The 19th asterism