ନୈବେଶିକ Nai̱beṡika

  • ସଂ. ବିଣ. (ନିବେଶ+ହିତାର୍ଥେ. ଇକ) — ବିବାହସମ୍ବନ୍ଧୀୟ; ବୈବାହିକ — Marital; matrimonial
  • ସଂ. ବି — ଉପହାର — Present
  • ସଂ. ବି — ନିବେଶ ବା ବିବାହ ଉଦ୍ଦେଶ୍ୟରେ କନ୍ୟାଦାନ — Act of presenting one's daughter to a man for marriage