ନୈବିଦ୍ୟ Nai̱bidya
- ଦେ. ବି. (ସଂ. ନୈବେଦ୍ୟ) — ଦେବତାଙ୍କୁ ଭୋଗକରାଯିବା— ଖାଦ୍ୟବସ୍ତୁ — Offerings of food to a Deity
- ଦେ. ବି. (ସଂ. ନୈବେଦ୍ୟ) — [ଦ୍ର—ଦେବତାଙ୍କୁ ଭୋଗ ହେବାପାଇଁ ଅଭିପ୍ରେତ ସାମଗ୍ରୀ ନୈବେଦ୍ୟ ଦିଆଯିବା ପୂର୍ବରୁ ଅମୁହ୍ଣିଆ ଏବଂ ନିବେଦିତ ହୋଇ ସରିଲେ ନୈବେଦ୍ୟ, ନିର୍ମାଲ୍ୟ ବା ପ୍ରସାଦ ଆଖ୍ୟା ପାଏ।]