ନୈପାଳୀ Nai̱pāḻī
- ସଂ. ବି. ସ୍ତ୍ରୀ (ବୈଦ୍ୟକ) (ନେପାଳ+ଅ+ସ୍ତ୍ରୀ. ଈ) — ଶେଫାଳିକା; ଗଙ୍ଗଶିଉଳୀ ଗଛ — A flowering tree; Nyctanthes Arbortrestes
- ସଂ. ବି. ସ୍ତ୍ରୀ (ବୈଦ୍ୟକ) (ନେପାଳ+ଅ+ସ୍ତ୍ରୀ. ଈ) — ନୀଳ ଗୁଳ୍ମ — Indigo plant
- ସଂ. ବି. ସ୍ତ୍ରୀ (ବୈଦ୍ୟକ) (ନେପାଳ+ଅ+ସ୍ତ୍ରୀ. ଈ) — ମନଃଶୀଳା — Red arsenic
- ସଂ. ବି. ସ୍ତ୍ରୀ (ବୈଦ୍ୟକ) (ନେପାଳ+ଅ+ସ୍ତ୍ରୀ. ଈ) — ନବମଲ୍ଲିକା; ନିଆଳୀ — Double jasmine