ନୈଧାନୀ Nai̱dhānī

  • ସଂ. ବି. (ନିଧାନ+ଈ) — (ସ୍ମୃତି)—ଯେଉଁ ସୀମାର ଚିହ୍ନ ଭୂମିରେ ପୋତାଯିବା କୋଇଲା ବା ତୁଷଦ୍ୱାରା ଚିହ୍ନିତ ହୁଏ (ହି. ଶ) — (Hindu Law) A boundary line which is distinguished by carbon or chaff buried in the ground