ନେୟାର୍ଥତା Neyārthatā

  • ସଂ. ବି — ଶବ୍ଦଦୋଷବିଶେଷ (କବି ସଙ୍କେତ କରି ଯେଉଁ କଳ୍ପିତାର୍ଥ ପ୍ରୟୋଗ କରନ୍ତି ତାହା ଯେବେ କୌଣସି ବିଶେଷ ଶବ୍ଦ ଶକ୍ତିଦ୍ୱାରା ଗୃହୀତ ନ ହୁଏ ଅର୍ଥାତ୍ ଯେଉଁଠାରେ ଟଣା ଓଟରା କରି ଅର୍ଥ ନିଆଯାଏ ସେଠାରେ ନେୟାର୍ଥତା ଦୋଷ ହୁଏ) — A defect in composition where the meaning is farfetched