ନେହୁଡ଼ିବା Nehuṟḍ̠ibā
- ଦେ. କ୍ରି — ନେଉଡ଼ିବା; ଆଣ୍ଠୁ ମାଡ଼ି ବସିବା — 1. To kneel down
- ଦେ. ବି. — ପୂର୍ବକାଳରେ ଚାହାଳୀରେ ପିଲାଙ୍କୁ ଦିଆଯିବା ଦଣ୍ଡବିଶେଷ — A kind of punishment for children of village schools in olden times
- ଦେ. ବି. — [ଦ୍ର—ଏ ଦଣ୍ଡ ଭୋଗିବା ପିଲା ଗୋଡ଼କୁ ସିଧା କରି ବା ଆଣ୍ଠୋଇ କରି ଅଣ୍ଟା ଲୁଆଁଇ ଦୁଇ କରତଳକୁ ଭୁଇଁରେ ରଖି ନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅବସ୍ଥାନ କରେ। ]