ନେବା ଦେବା Nebā debā
- ଦେ. ବି — ଆଦାନ ପ୍ରଦାନ — Taking and giving
- ଦେ. ବି — ବ୍ୟବସାୟରେ ବିନିମୟ — Exchange in business; barter
- ଦେ. ବି — କରଜ ନେବା ଓ ସୁଝିବା — Taking a loan and repaying it
- ଦେ. ବି — ବ୍ୟବସାୟୀ ଓ ଖରିଦଦାରଙ୍କ ମଧ୍ୟରେ ଧନ ଓ ପଣ୍ୟ ଦ୍ରବ୍ୟାଦିର ପରସ୍ପର ଆଦାନ ପ୍ରଦାନ — Business transaction