ନେପ୍ଚୁନ୍ Nep-chun
- ବୈଦେ. ବି. (ଫାରସୀ ଭାଷା) — ଗ୍ରହବିଶେଷ — Neptune, the name of a planet
- ବୈଦେ. ବି. (ଫାରସୀ ଭାଷା) — [ଦ୍ର—ଏ ଗ୍ରହର ଅବସ୍ଥିତି ପୂର୍ବେ ଜଣା ନ ଥିଲା; 1846 ଖ୍ରୀଷ୍ଟାବ୍ଦରେ ପାଶ୍ଚାତ୍ୟ ପଣ୍ଡିତମାନେ ଦୂରବୀକ୍ଷଣ ଯନ୍ତ୍ର ସାହା- ଯ୍ୟରେ ଏ ଗ୍ରହର ଅବସ୍ଥିତି ଆବିଷ୍କାର କଲେ। ଏହା ଆକାରଦୃଷ୍ଟିରେ ଗ୍ରହମାନଙ୍କ ମଧ୍ୟରେ ତୃତୀୟ ଶ୍ରେଣୀର। ଏହା ସୌର ଜଗତରେ ସୂର୍ଯ୍ୟଙ୍କଠାରୁ ଦୂରତମ ଗ୍ରହ ଅଟେ। ଏଥିର ବ୍ୟାସ 37 ହଜାର ମାଇଲ୍; ଏହା ସୂର୍ଯ୍ୟଙ୍କ ଠାରୁ 280 କୋଟି ମାଇଲ୍ ଦୂରରେ ଅବସ୍ଥିତ। ଏହା 164 ବର୍ଷରେ ସୂର୍ଯ୍ୟଙ୍କ ଚାରି ଆଡ଼େ ଥରେ ଘୂରି ଆସେ। ପୃଥିବୀ ଚାରି ପାଖେ ଚନ୍ଦ୍ର ବୁଲିଲା ପରି ଏ ଗ୍ରହର ମଧ୍ୟ ଗୋଟିଏ ଚନ୍ଦ୍ର ଅଛି; ଏହି ଚନ୍ଦ୍ର ନେପଚୁନର ଚାରିପାଖେ 5 ଦିନ 21 ଘଣ୍ଟାରେ ଥରେ ଘୂରିଆସେ (ହି. ଶବ୍ଦସାଗର।)] — [ଦ୍ର—ଏ ଗ୍ରହର ଅବସ୍ଥିତି ପୂର୍ବେ ଜଣା ନ ଥିଲା;1846ଖ୍ରୀଷ୍ଟାବ୍ଦରେ ପାଶ୍ଚାତ୍ୟ ପଣ୍ଡିତମାନେ ଦୂରବୀକ୍ଷଣ ଯନ୍ତ୍ର ସାହା- ଯ୍ୟରେ ଏ ଗ୍ରହର ଅବସ୍ଥିତି ଆବିଷ୍କାର କଲେ ଏହା ଆକାରଦୃଷ୍ଟିରେ ଗ୍ରହମାନଙ୍କ ମଧ୍ୟରେ ତୃତୀୟ ଶ୍ରେଣୀର ଏହା ସୌର ଜଗତରେ ସୂର୍ଯ୍ୟଙ୍କଠାରୁ ଦୂରତମ ଗ୍ରହ ଅଟେ ଏଥିର ବ୍ୟାସ37ହଜାର ମାଇଲ୍; ଏହା ସୂର୍ଯ୍ୟଙ୍କ ଠାରୁ280କୋଟି ମାଇଲ୍ ଦୂରରେ ଅବସ୍ଥିତ ଏହା164ବର୍ଷରେ ସୂର୍ଯ୍ୟଙ୍କ ଚାରି ଆଡ଼େ ଥରେ ଘୂରି ଆସେ ପୃଥିବୀ ଚାରି ପାଖେ ଚନ୍ଦ୍ର ବୁଲିଲା ପରି ଏ ଗ୍ରହର ମଧ୍ୟ ଗୋଟିଏ ଚନ୍ଦ୍ର ଅଛି; ଏହି ଚନ୍ଦ୍ର ନେପଚୁନର ଚାରିପାଖେ5ଦିନ21ଘଣ୍ଟାରେ ଥରେ ଘୂରିଆସେ (ହି. ଶବ୍ଦସାଗର)]