ନେପାଳିକା Nepāḻikā

  • ସଂ. ବି. (ନେପାଳ+କ+ସ୍ତ୍ରୀ. ଆ; ନେପାଳ ଦେଶରେ ଏହାର ଉତ୍ପତ୍ତି ହୁଏ ବୋଲି) — ମନଃଶିଳା — Red arsenic