ନେପାଳି ବାଘ Nepāḻi bāgha
- ଦେ. ବି. (ତୁଳ. ଇଂ. ଲି(ଲେ)ଓପାଡ଼୍= କେନ୍ଦୁଆ ବାଘ) — ହେଟା ବାଘ — Hyena
- ଦେ. ବି. (ତୁଳ. ଇଂ. ଲି(ଲେ)ଓପାଡ଼୍= କେନ୍ଦୁଆ ବାଘ) — (ସଂ. ଚିତ୍ର ବ୍ୟାଘ୍ର; ଦ୍ୱୀପୀ)—କେନ୍ଦୁଆ; କଲରା ପତ୍ରିଆ ବାଘ; ଚିତା ବାଘ — Leopard; Felis Pardus; Felis Leopardus
- ଦେ. ବି. (ତୁଳ. ଇଂ. ଲି(ଲେ)ଓପାଡ଼୍= କେନ୍ଦୁଆ ବାଘ) — [ଦ୍ର—ଏମାନେ ମହାବଳ ବାଘ ଅପେକ୍ଷା ଛୋଟ ଓ ଏମାନଙ୍କ ଦେହଯାକ କଲରା ପତ୍ର ପରି କଳା ଚେକା ଚେକା ଦାଗ ଥାଏ।]