ନେପାଳ ନିମ୍ବ Nepāḻa nimba

  • ସଂ. ବି — ନେପାଳ ଜାତ ତିକ୍ତ ତରୁବିଶେଷ — Dirachta tree of Nepal
  • ସଂ. ବି — [ଦ୍ର—ଏହାର ଅନ୍ୟ ସଂ. ନାମ ନୈପାଳ, ଜ୍ୱରାନ୍ତକ, ଅର୍ଘତିକ୍ତ ନିଦ୍ରାରି, ସନ୍ନିପାତହା ଓ ତୃଣ ନିମ୍ବ; ଏହା ଜ୍ୱରର ପ୍ରଧାନ ଔଷଧ।]