ନେଦିଷ୍ଠ Nedishṭha

  • ସଂ. ବିଣ. (ଅନ୍ତିକ=ସମୀପ+ଅତିଶୟାର୍ଥେ ଇଷ୍ଠ; ନିପାତନସିଦ୍ଧ) ଅତି ନିକଟବର୍ତ୍ତୀ; ନିକଟତମ — Nearest; adjacent
  • ସଂ. ବିଣ. (ଅନ୍ତିକ=ସମୀପ+ଅତିଶୟାର୍ଥେ ଇଷ୍ଠ; ନିପାତନସିଦ୍ଧ) ନିପୁଣ — Clever
  • ସଂ. ବି — ଅଙ୍କୋଟ ବୃକ୍ଷ (ଦେଖ) — Aṇkorṭa tree (See)