ନେତ୍ରାଞ୍ଚଳ Netrān̄chaḻa

  • ସଂ. ବି. ( 6 ଷ୍ଠୀ ତତ; ନେତ୍ର+ଅଞ୍ଜଳ) — ନେତ୍ରପ୍ରାନ୍ତ — The outer corner of the eye
  • ସଂ. ବି. ( 6 ଷ୍ଠୀ ତତ; ନେତ୍ର+ଅଞ୍ଜଳ) — ଚକ୍ଷୁର ପ୍ରାନ୍ତ ଓ କାନର ମଧ୍ୟବର୍ତ୍ତୀ ଅଂଶ — The part between the outer corner of the eye and the ear