ନେତ୍ରଚ୍ଛଦ Netrachchada

  • ସଂ. ବି ( 6 ଷ୍ଠୀ ତତ୍; ନେତ୍ର+ଛଦ୍ ଧାତୁ=ଆଚ୍ଛାଦନ କରିବା+କରଣ ଅ) — ଆଖିପତା; ଚକ୍ଷୁଃ— ପକ୍ଷ୍ମ — Eyelid