ନେଟ୍ରିବା Neṭribā
- ପ୍ରାଦେ (ସମ୍ବଲପୁର) କ୍ରି. (ସଂ. ନେତ୍ର) — ଅପଲକ ନେତ୍ରରେ ଚାହିଁ ରହିବା — To stare at
- ପ୍ରାଦେ (ସମ୍ବଲପୁର) କ୍ରି. (ସଂ. ନେତ୍ର) — (ଯଥା—ମୋର୍ଦି (ମୋ ଆଡ଼କୁ) କାଏଁ ଯେ (କିପାଇଁ) ନେଟ୍ରିଛେ (ଅପଲକଦୃଷ୍ଟିରେ ଚାହିଁ ରହିଛି?)
- ପ୍ରାଦେ (ସମ୍ବଲପୁର) କ୍ରି. (ସଂ. ନେତ୍ର) — [ଦ୍ର—ଏକ ଘୃଣାର୍ଥରେ ପ୍ରଯୁକ୍ତ ହୁଏ।]