ନେକ୍ନିୟତୀ Nek-niyatī
- ବୈଦେ. ବିଣ. (ଫା. ନେକ୍+ଆ. ନୀୟତ୍=ସଂକଳ୍ପ) ଉତ୍ତମ ସଂକଳ୍ପକାରୀ ବ୍ୟକ୍ତି; ଯାହାର ଉଦ୍ଦେଶ୍ୟ ସାଧୁ — Of good intention
- ବୈଦେ. ବିଣ. (ଫା. ନେକ୍+ଆ. ନୀୟତ୍=ସଂକଳ୍ପ) ବିଶ୍ୱାସୀ — Faithful
- ବୈଦେ. ବି (ଫା. ନେକ୍ନୀୟତୀ) — ସଦୁଦ୍ଦେଶ୍ୟ — Good intention
- ବୈଦେ. ବି (ଫା. ନେକ୍ନୀୟତୀ) — ବିଶ୍ୱାସିତା — Trustworthiness; faithfulness