ନେକ୍ନାମ୍ Neknām

  • ବୈଦେ. ବି. (ଫା. ନେକ୍ନାମୀ) — ସୁନାମ; ସୁଯଶଃ; ସୁଖ୍ୟାତି — Good name; reputation
  • ବୈଦେ. ବି. (ଫା. ନେକ୍ନାମୀ) — ଯଶଃ; ପ୍ରସିଦ୍ଧ — Fame; renown
  • ବୈଦେ. ବି. (ଫା. ନେକ୍ନାମୀ) — ବାହାଦୁରି; ପ୍ରଶଂସା — Praise
  • ବୈଦେ. ବି. (ଫା. ନେକ୍ନାମୀ) — ହଜୁରଙ୍କ କେରାମତ ନେକନାମି ଦୁନିଆରେ ଜାହେର। ଫକୀରମୋହନ. ଛମାଣ ଆଠଗୁଣ୍ଠ।
  • ବୈଦେ. ବିଣ (ଫା. ନେକ୍ନାମ) — ସୁଖ୍ୟାତିଯୁକ୍ତ — Renowned