ନେଉଳ ଭାଇ Neuḻa bhāi
- ଦେ. ବି — (କାହାଣୀ)—ଯେଉଁ ବ୍ୟକ୍ତି କାହାଣୀକଥିତ ନେଉଳ ପରି ଅପ୍ରତ୍ୟାଶିତ ଭାବରେ ସବୁଠାରେ ଉପସ୍ଥିତ ହେବାର ଦେଖାଯାଏ — A person (like the mongoose in the folktale) Who is found wherever and whenever he is wanted to save a situation
- ଦେ. ବି — [ଦ୍ର—କାହାଣୀରେ ଅଛି ସେ ନେଉଳ ଭାଇକୁ ଅନ୍ୟ ସଙ୍ଗୀ ଭାଇମାନେ ଆଦର କରନ୍ତି ନାହିଁ ଏବଂ ସାଙ୍ଗରେ ଯିବାକୁ ଡାକନ୍ତି ନାହିଁ; କିନ୍ତୁ ଯେତେବେଳେ ସେମାନଙ୍କୁ ଅସମୟ ବା ଆପଦ ପଡ଼େ ସେତେବେଳେ ପୁଣି ସେମାନେ ନେଉଳଭାଇକୁ ଖୋଜନ୍ତି ଓ ଖୋଜିଲାବେଳକୁ ନେଉଳଭାଇ ଖୋଜାପଡ଼ିବା ସ୍ଥାନରେ ହାଜର ହୁଏ ଏବଂ ସେମାନଙ୍କୁ ଆପଦରୁ ରକ୍ଷା କରେ।]