ନେଇ କରିବା Nei karibā

  • ଦେ. କ୍ରି — ପହଞ୍ଚାଇବା — To cause to reach
  • ଦେ. କ୍ରି — ଭୀମଙ୍କର ବଚନ ସାରଥି ଘେନିଲା କୁରୁ ସେନା ମଧ୍ୟରେ ରଥ ନେଇ ଗଲା। କୃଷ୍ଣସିଂହ. ମହାଭାରତ; କର୍ମ।