ନୃସିଂହ Nṛusiṁha
- ସଂ. ବି ( 7 ମୀ ତତ୍; ନୃ +ସିଂହ) — ନରସିଂହ, ବିଷ୍ଣୁଙ୍କର ଚତୁର୍ଥ ଅବତାର (ଅର୍ଦ୍ଧାଙ୍ଗ ନରାକାର ଓ ଅପରାର୍ଦ୍ଧ ସିଂହାକାର) — The 4ht incarnation of Bishṇu (half man and half lion)
- ସଂ. ବି ( 7 ମୀ ତତ୍; ନୃ +ସିଂହ) — [ଦ୍ର—ଏ ଅବତାରରେ ବିଷ୍ଣୁ ହିରଣ୍ୟକଶିପୁ ଓ ମୁରାସୁରକୁ ବଧ କରିଥିଲେ।]
- ସଂ. ବି ( 7 ମୀ ତତ୍; ନୃ +ସିଂହ) — . ବିଷ୍ଣୁ — Bishṇu
- ସଂ. ବି ( 7 ମୀ ତତ୍; ନୃ +ସିଂହ) — ନରଶ୍ରେଷ୍ଠ — Chief among men; an excellent man
- ସଂ. ବି ( 7 ମୀ ତତ୍; ନୃ +ସିଂହ) — ରତିବନ୍ଧବିଶେଷ — A kind of posture at the time of coition
- ଦେ. ବି. ପୁଂ. — ଲୋକଙ୍କ ନାମ — Name given to males